Words for stubborn:
(ଜିଦ୍ ଖୋର ପାଇଁ ଅନ୍ୟ ଶବ୍ଦ)
1. Obstinate - ଜିଦ୍ ଖୋର
2. Inflexible - ଅଟଳ
3. Intractable - ଅସାଧ୍ୟ, ଅଦମ୍ୟ
4. Adamant - ଅନମନୀୟ
5. Headstrong - ଏକଜିଦିଆ
6. Rigid - କଠୋର, ଅନମନୀୟ
7. Steadfast - ଦୃଢ
8. Hardheaded - ବାସ୍ତବବାଦୀ
9. Recalcitrant - ଅନମନୀୟ ଭାବରେ ଅବାଧ୍ୟ
10. Untoward - ଅବାଧ୍ୟ
11. Closed - ସୀମିତ
12. Opinionated - ନିଜ ଧାରଣା ବା ମତ ସମ୍ବନ୍ଧରେ ଅସମୀଚୀନ ଭାବରେ ଦୃଢ ବିଶ୍ଵାସୀ
Some words like headstrong, steadfast, have a positive connotation. While 'stubborn' has a negative connotation.
(କେତୋଟି ଶବ୍ଦ ଯେମିତି headstrong, steadfast ଇତ୍ୟାଦି ସକାରାତ୍ମକ ଅର୍ଥ ପ୍ରକାଶ କରେ. ସେହି ସମୟରେ 'stubborn' ଏକ ନକାରାତ୍ମକ ଅର୍ଥ ପ୍ରକାଶ କରେ. )