Messages to wish on Dussehra:
1. Happy Dussehra to all of you. Hope this festive season brings lots of joy to all of you.
(ସମସ୍ତଙ୍କୁ ଦଶରା ପାଇଁ ଶୁବେଛା. ଆଶା କରୁଛିକି ଏହି ଉତ୍ସବ ଆପଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଦାୟକ ରହୁ. )
2. May this Dussehra light up the hopes of happy times.
(ଏହି ଦଶରା ଆପଣଙ୍କ ଜୀବନରେ ଖୁସି ସମୟର ଆଶା ଆଲୋକିତ କରୁ. )
3. Dusshera signifies the victory of good over evil. May all the evils around you vanish by the virtue of the goodness in and around you.
Happy Dusshera!
(ଦଶରା ର ଅର୍ଥ ହେଉଛି ପାପ ଉପରେ ପୂନ୍ୟ ର ବିଜୟ. ମୋର ଆଶା କରୁଛି ଆପଣଙ୍କର ମନ ଭିତରର ଏବଂ ଆଖ ପାଖର ପୂନ୍ୟ ଓ ସଦଗୁଣ ଆପଣଙ୍କର ଆଖ ପାଖର ସବୁ ଅନିଷ୍ଠ କୁ ଦୁରେଇ ଦେଉ. )
4. May all the tensions in your life burn along with the effigy of Ravana.
(ଆପଣଙ୍କର ଜୀବନର ସବୁ ଚିନ୍ତା ରାବଣ ପୋଡିବା ସହିତ ପୋଡିକି ଭଷ୍ମ ହେଇ ଯାଉ. )
5. May God bless you with all success on the auspicious occasion of Dusshera and you may be capable of defeating all evils of your life.
(ଦଶରା ର ପାବନ ସମୟରେ ଈଶ୍ବର ଆପଣଙ୍କୁ ସଫଳତା ପ୍ରଦାନ କରନ୍ତୁ ଏବଂ ଆପଣଙ୍କୁ ସକ୍ଷମ କରନ୍ତୁ ଜୀବନର ପ୍ରତିଟି ଅସୁବିଧା ସହିତ ଲଢ଼ିବା ପାଇଁ. )
6. Everyday the sun rises to give us a message that darkness will always be beaten by light. Let us follow the same rule and enjoy the festival of 'Good over Evil'.
Happy Dusshera!
(ପ୍ରତିଦିନ ସୂର୍ଯ୍ୟ ଉଦୟ ସହିତ ଆମକୁ ଏକ ସନ୍ଦେଶ ମିଳେ କି ଅନ୍ଧାର ଉପରେ ସର୍ବଦା ଆଲୋକର ବିଜୟ ହୁଏ. ଚାଲ ସେହି ନିୟମର ଆମେ ମଧ୍ୟ ପାଳନ କରିବା ଏବଂ 'ପାପ ଉପରେ ପୂନ୍ୟର ବିଜୟ' ର ଏହି ଉତ୍ସବ ର ଆନନ୍ଦ ନେବା. ଦଶରା ର ଶୁବେଛା !)