ଆପାତକାଳିନ ସ୍ଥିତି ରେ କଥା-ବାର୍ତ୍ତା
try Again
Tip1:hello
Lesson 242
ଆପାତକାଳିନ ସ୍ଥିତି ରେ କଥା-ବାର୍ତ୍ତା
I=ମୁଁ
immediately rang=ତତ୍କାଳ ଫୋନ୍ କରିଲି
for=ପାଇଁ
Please=କୃପା କରି
call the police.=ପୁଲିସ୍ କୁ ଡାକନ୍ତୁ
Someone=କେହି
robbed=ଲୁଟି ନେଲା
ଟିପ୍
Urgent = ଅତ୍ୟାବଶକ.
ଆପତ-ସ୍ଥିତି ରେ ଆମେ 'Urgent' ର ପ୍ରୟୋଗ କରୁ.
Call the doctor. It is urgent, my brother has met with an accident. = ଡାକ୍ଟର କୁ ଡାକନ୍ତୁ. ଏହିଟା ଅତ୍ୟାବଶକ, ମୋର ଭାଇ ର ଏକ୍ସିଡେଣ୍ଟ ହେଇ ଯାଇଛି.
ଟିପ୍
Stuck in an elevator = ଲିଫ୍ଟ୍ ରେ ଫସୀ ଗଲି.
=
'ମୁଁ କାହାକୁ ସମ୍ପର୍କ କରି ପାରିବି ନାହିଁ. ମୁଁ ଲିଫ୍ଟ୍ ରେ ଫସି ଯାଇଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
I can't contact anyone, I am stuck in an elevate.
I can't contact anyone, I am stuck in an elevated.
I can't contact anyone, I am stuck in an escalator.
I can't contact anyone, I am stuck in an elevator.
ପୁଲିସ୍ କୁ ଡାକ, ଘରେ ଚୋର ପସି ଯାଇଛି.
    • burglar
    • there is a
    • Call the police,
    • in the house.
    • calling the police,
    • burglary
    I need help=ମତେ ସାହାଯ୍ୟ ର ଆବଶ୍ୟକତା ଅଛି
    my car=ମୋର ଗାଡି
    'ତାର ସ୍ଥିତି ବହୁତ କ୍ରୀଟିକାଲ୍ ଅଛି. ତାର ଶୀଘ୍ର ଅପ୍ରେଶନ୍ କରିବାକୁ ପଡିବ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    His situation is critical, he urgently needs to be operated.
    His situation is critical, he urgent needs to be operated.
    ଏହି ରୋଗୀ ର ବହୁତ ରକ୍ତ ବୋହି ଯାଇଛି, ତାକୁ ଅତି ଶୀଘ୍ର O+ ରକ୍ତ ର ଆବଶ୍ୟକତା ଅଛି.
    • O+ blood.
    • a lot of blood,
    • has lost
    • This patient
    • he urgently
    • needs
    'ମତେ ସାହାଯ୍ୟ ଦରକାର. ମୋର ପୁଅ ରୁମ୍ ରେ ବନ୍ଦ ହେଇ ଯାଇଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    I am need help, my child has got locked in the room.
    I need help, my child has got locked in the room.
    'ଘରେ ନିଆଁ ଲାଗି ଯାଇଛି, ଦମକଳ କୁ ଡାକ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
    There is a fire in the house, call the fire brigade.
    There is a fire in the house, call to the fire brigade.
    There are fire in the house, call the fire brigade.
    There is a fire in the house, call the fire parade.
    'ରୋଷେଇ ଘରେ ଗ୍ୟାସ୍ ଲିକ୍ ହେଉଛି, ଶୀଘ୍ର ଝରକା ଖୋଲ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ. ;
    There is a gas leakage in the kitchen, never open the windows.
    There is a gas leakage in the kitchen, slowly open the windows.
    There is a gas leakage in the kitchen, immediately open the windows.
    There is a gas leakage in the kitchen, immediate open the windows.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    There's an earthquake, evacuate the house ______
    immediately
    usually
    immediate
    quick
    'ମତେ ସାହାଯ୍ୟ ଦରକାର ମୁଁ ଲିଫ୍ଟ୍ ରେ ଫସି ଯାଇଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
    I need help, I'm stuck in an elevator.
    I need help, I'm suck in an elevator.
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He got a heart attack, ______
    call the police
    call an ambulance
    call the fire brigade
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ