ଜଣଙ୍କୁ ରନ୍ଧନ ପ୍ରଣାଳୀ ବୁଝେଇବା
try Again
Tip1:hello
Lesson 58
ଜଣଙ୍କୁ ରନ୍ଧନ ପ୍ରଣାଳୀ ବୁଝେଇବା
'Step 1: କିଛିଟା ଅଣ୍ଡା ଆଉ ପରିବା ନିଅନ୍ତୁ ' ର ଇଂରାଜୀ ରେ ସଠିକ୍ ଅନୁବାଦ କରନ୍ତୁ
Step 1: Give a few eggs and some vegetables
Step 1: Take a few eggs and some vegetables
ର ଇଂରାଜୀ ରେ ଅନୁବାଦ କରନ୍ତୁ
Step 2: Put the eggs into a bowl
Step 2: Sprinkle the eggs into a bowl
ର ଇଂରାଜୀ ରେ ସଠିକ୍ ଅନୁବାଦ କରନ୍ତୁ
Step 3: Sprinkle some salt and pepper
Step 3: Sprinkle a few salt and pepper
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Keep
Put on
Sprinkle
ର ଇଂରାଜୀ ରେ ସଠିକ୍ ଅନୁବାଦ କରନ୍ତୁ
Step 4: Whisk to the eggs
Step 4: Whisk the eggs
'Step 5: ପରିବା କୁ ଟିକି-ଟିକି କରି କାଟି ଦିଅନ୍ତୁ ' Step 5: ପରିବା କୁ ଟିକି-ଟିକି କରି କାଟି ଦିଅନ୍ତୁ
Step 5: Chop the vegetables finely
Step 5: Chopping the vegetables finely
'Step 6: କଟା ସରି ଥିବା ପାରିବା କୁ ଅଣ୍ଡା ର ମିଶ୍ରଣ ରେ ପକେଇ ଦିଅନ୍ତୁ ' ର ଇଂରାଜୀ ରେ ଅନୁବାଦ କରନ୍ତୁ ;
Step 6: Remove the chopped vegetables from the egg mixture
Step 6: Add the chopped vegetables to the egg mixture
Step 6: Take the chopped vegetables to the egg mixture
Step 6: Give the chopped vegetables to the egg mixture
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Step 7: Mix ______
everybody
everyone
everything
to everything
'Step 8: ଗୋଟେ ଫ୍ରାଇଁଗ୍ ପ୍ୟାନ୍ ରେ ଟିକିଏ ବଟର ଗରମ କରନ୍ତୁ.' ଅଡିଓ ଶୁଣିକୀ ଇଂରାଜୀ ରେ ସଠିକ୍ ଅନୁବାଦ କରନ୍ତୁ
Step 8: Heat some butter at a frying pan
Step 8: Heat some butter in a frying pan
'ଅଣ୍ଡା ର ମିଶ୍ରଣ କୁ ପ୍ୟାନ୍ ରେ ଢାଳି ଦିଅନ୍ତୁ. ' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
Step 9: Pour the egg mixture into the frying pan
Step 9: Pour an egg mixture into the frying pan
Step 9: Pour the egg mixture with the frying pan
Step 9: Pouring the egg mixture into the frying pan
'Step 10: ଉଭୟ ପଟ କୁ ଦୁଇ ମିନିଟ୍ ପାଇଁ ରାନ୍ଧନ୍ତୁ.' ର ଇଂରାଜୀ ରେ ଅନୁବାଦ କରନ୍ତୁ
Step 10: Cook each side for two minutes
Step 10: Cooking each side for two minutes
'Step 11: ଅମ୍ଲେଟ୍ କୁ ଅଧା କରି ମୋଡି ଦିଅନ୍ତୁ, ଓ ଗରମ-ଗରମ ବାଢ଼ନ୍ତୁ.' ଅଡିଓ ଶୁଣିକି ଇଂରାଜୀ ରେ ଅନୁବାଦ କରନ୍ତୁ
Step 11: Slice the omelet in half and serve warm
Step 11: Fold the omelet in half and serve warm
Step 1: Take a few eggs and some vegetables
Step 2: Put the eggs into a bowl
Step 3: Sprinkle some salt and pepper
Step 4: Whisk the eggs
Step 5: Chop the vegetables finely
Step 6: Add the chopped vegetables to the egg mixture
Step 7: Mix everything with a fork
Step 8: Heat some butter in a frying pan
Step 9: Pour the egg mixture into the frying pan
Step 10: Cook each side for two minutes
Step 11: Fold the omelet in half and serve warm
1. କିଛି ଟା ଅଣ୍ଡା ଓ ପରିବା ନିଅନ୍ତୁ
2. ଅଣ୍ଡା ଗୁଡିକ ଗୋଟେ ଗିନ୍ନା ରେ ଭାଂଗୀ କି ପକାନ୍ତୁ
3. ଟିକିଏ ଲୁଣ ଓ ଗୋଲ ମରିଚ ଛିଂଚନ୍ତୁ
4. ଅଣ୍ଡା କୁ ଫେଣ୍ଟନ୍ତୁ
5. ପରିବା କୁ ଟିକି-ଟିକି କରି କାଟନ୍ତୁ
6. କଟା ପରିବା କୁ ଅଣ୍ଡା ର ମିଶ୍ରଣ ରେ ପକେଇ ଦିଅନ୍ତୁ
7.ଗୋଟେ କଣ୍ଟା ଚାମୁଚ୍ ର ସାହାଯ୍ୟ ରେ ସବୁ କିଛି ମିସେଇ ଦିଅନ୍ତୁ
8. ଗୋଟେ ଫ୍ରାଇଁଗ୍ ପ୍ୟାନ୍ ରେ ଟିକିଏ ତେଲ/ବଟର ଗରମ କରନ୍ତୁ
9. ଅଣ୍ଡା ମିଶ୍ରଣ କୁ ପ୍ୟାନ୍ ରେ ପକେଇ ଦିଅନ୍ତୁ
10. ଉଭୟ ପଟ କୁ ଦୁଇ ମିନିଟ୍ ପାଇଁ ରାନ୍ଧନ୍ତୁ
11. ଅମ୍ଲେଟ୍ କୁ ଅଧା କରି ମୋଡି ଦିଅନ୍ତୁ, ଓ ଗରମ-ଗରମ ବାଢନ୍ତୁ.


ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Mix everything ______
from a fork
with a fork
for a fork
of a form
ଇଂରାଜୀ ରେ ଅନୁବାଦ କରନ୍ତୁ
ପରିବା କାଟନ୍ତୁ
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Heat ______
a few butter
a butter
some butter
many butter
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Putting
Put
Take
ବର୍ଗର ର ରନ୍ଧନ ପ୍ରଣାଳୀ
Slice a bun into two halves.
Mash the potato.
Add some salt and pepper.
Make a round shaped patty from this mixture.
Cook it for a few minutes.
Put it on one half of the bun.
Now, add a slice of cheese, a slice of tomato, and some lettuce.
Add some mayonnaise, and ketchup.
Cover with the other half of the bun.
Serve warm.
ଗୋଟେ ବନ୍ କୁ ଦୁଇ ଭାଗ ରେ କାଟନ୍ତୁ.
ଆଳୁ ଚକଟି ଦିଅନ୍ତୁ.
ଟିକେ ଲୁଣ ଏବଂ ଗୋଲ ମରିଚ ପକାନ୍ତୁ.
ଏହି ମିଶ୍ରଣ କୁ ଏକ ଗୋଲ ଆକାର ର ବରା ବନାନ୍ତୁ.
କିଛି ମିନିଟ୍ ପାଇଁ ତାକୁ ରାନ୍ଧନ୍ତୁ.
ସେହି ବରା କୁ ବନ୍ ର ଗୋଟେ ଭାଗ ଉପରେ ରଖନ୍ତୁ.
ଏବେ, ପନିର (ଛେନା) ର ଗୋଟେ ଖଣ୍ଡ, ଟମାଟ ର ଗୋଟେ ଖଣ୍ଡ, ଓ କିଛି ଟା ସାଲାଡ଼ ପତ୍ର ପକାନ୍ତୁ.
ଟିକିଏ ମେଓନିଜ୍ ଓ କେଚ୍ଅପ୍ ପକାନ୍ତୁ.
ବନ ର ଆର ଭାଗ କୁ ତା ଉପରେ ଥୋଇ ଦିଅନ୍ତୁ.
ଗରମ-ଗରମ ବାଢନ୍ତୁ.


=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ